Jump to content

ଦେବ ପ୍ରିୟ

ଉଇକିଅଭିଧାନ‌ରୁ

ଦେବ ପ୍ରିୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପୀତ ଭାଙ୍ଗରାଜ — ୧. A kind of plant.
୨. ବକବୃକ୍ଷ; ଅଗସ୍ତିଗଛ — ୨. Sesbania Grandifloria (tree).

ବିଶେଷଣ -

[ସମ୍ପାଦନା]

ଦେବତାମାନେ ଯାହାକୁ ସାହାଯ୍ୟ କରନ୍ତି —Beloved of the Gods.