ଦେବ ପ୍ରୟାଗ
ଏକ କ୍ଷୁଦ୍ର ସହର — Name of a small town.
[ଦ୍ରଷ୍ଟବ୍ୟ —ଏହା ଶ୍ରୀ ବଦରୀନାଥଙ୍କ ନିକଟରେ ବହୁଥିବା ଅଳକାନାନ୍ଦ ଓ ଗଙ୍ଗୋତ୍ରୀରୁ ପ୍ରବାହିତା ଭାଗୀରଥୀଙ୍କର ସଙ୍ଗମ ସ୍ଥଳରେ ଅବସ୍ଥିତ ଏହା ହିନ୍ଦୁଙ୍କର ତୀର୍ଥ ସ୍ଥାନ ମଦନମୋହନ, ତୀର୍ଥଦର୍ଶନ ୪ର୍ଥ]