Jump to content

ଦେବ ବ୍ରାହ୍ମଣ

ଉଇକିଅଭିଧାନ‌ରୁ

ଦେବ ବ୍ରାହ୍ମଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ୍ୱ; ଦେବ+ବ୍ରାହ୍ମଣ)

[ସମ୍ପାଦନା]
୧. ଦେବତା ଓ ବ୍ରାହ୍ମଣ; ଦବତାବ୍ରାହ୍ମଣ —୧. The Deities and the Brāhmaṇas.


୨. (ମ. ପ. ଲୋ. କର୍ମାଧା) ଦେବପୂଜକ ବ୍ରାହ୍ମଣ — ୨. A Brāhmaṇa who worships idols.