ଦେବ ମାସ
ଦେଖଣା
ଦେବ ମାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦେବ=ସ୍ୱାର୍ଗୀୟ+ମାସ)
[ସମ୍ପାଦନା]- ୧. ଭ୍ରୃଣର ମାତୃଗର୍ଭରେ ରହିବାର ଅଷ୍ଟମ ମାସ — ୧. The eighth month of the foetus in the womb.
- ୨. ସୌର ୩ ବର୍ଷ —୨. A month of the Gods equal to ୩୦ years in human calculation.
[ ଦ୍ର—ଦେବତାଙ୍କ ଗଣନାରେ ଏକ ଦିନ=ମନୁଷ୍ୟ ଗଣନାରେ ଏକ ବର୍ଷ; ଦେବତାଙ୍କ ଗଣନାରେ ୧ ମାସ=ମନୁଷ୍ୟ ଗଣନାରେ ୩ ବର୍ଷ]