ଦେବ ଯାନ
ଦେଖଣା
ଦେବ ଯାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ଦେବ+ଯାନ)
[ସମ୍ପାଦନା]- ୧. ଯେଉଁ ରଥ ସାହାଯ୍ୟରେ ଦେବତା ମାନେ ଆକାଶରେ ବିଚରଣ କରନ୍ତି; ବ୍ୟୋମଯାନ — ୧. The celestial cars used by the Gods.
- ୨. (ଜ୍ୟୋତିଷ) ଉତ୍ତରାୟଣ (ମାଘ ସଂକ୍ରାନ୍ତିଠାରୁ ୬ ମାସ ସୂର୍ଯ୍ୟଙ୍କର ଉତ୍ତର ଦିଗକୁ ଗତି ବା ସୌମ୍ୟାୟନ) — ୨. (Astrology) The period of the year in which the sun is in the region between the equator and the tropic of Cancer.
[ଦ୍ରଷ୍ଟବ୍ୟ —ଏହି ଉତ୍ତରାୟଣରେ ମୃତ ହେବା ବ୍ୟକ୍ତିର ଆତ୍ମା ବ୍ରହ୍ମଲୋକୁ ଯାଏ ଓ ଉକ୍ତ ବ୍ୟକ୍ତି ପୁଣି ସଂସାରରେ ଜନ୍ମ ଲଭେ ନାହିଁ]