ଦେବ ଯୋନି
ଦେଖଣା
ଦେବ ଯୋନି
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ବହୁବ୍ରିହୀ. ଦେବ+ଯୋନି=ଉତ୍ପତ୍ତି ସ୍ଥାନ)
- ୧. ଉପଦେବତା; ଭୂତାଦି (ଦେବତା ଓ ମନୁଷ୍ୟଙ୍କ ମଧ୍ୟବର୍ତ୍ତୀ ପ୍ରାଣୀ) —୧. Demi-god; ghost.
(ଯଥା— ଏମାନେ ସ୍ୱର୍ଗ ଓ ଅନ୍ତରୀକ୍ଷରେ ରହନ୍ତି)
- ୨. ଦେବତାଙ୍କ ଠାରୁ ଉତ୍ପନ୍ନ ପ୍ରାଣୀ — ୨. Beings of divine origin.
[ଦ୍ରଷ୍ଟବ୍ୟ —ବିଦ୍ୟାଧର, ଅପ୍ସରା, ଗନ୍ଧର୍ବ, ରାକ୍ଷସ, କିନ୍ନର, ପିଶାଚ, ଗୁହ୍ୟକ, ସିଦ୍ଧ, ଭୂତ ଏମାନେ ଦେବଯାନି]