Jump to content

ଦେବ ରାତ

ଉଇକିଅଭିଧାନ‌ରୁ

ଦେବ ରାତ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ଦେବ+ରା. ଧାତୁ=ଦାନ କରିବା+କର୍ମ. ତ)

୧. ପରୀକ୍ଷିତ; ଅର୍ଜୁନଙ୍କ ପୌତ୍ର — ୧. Parīkshita, the grandson of Arjuna.
୨. ବିଶ୍ୱାମିତ୍ରଙ୍କ ପୁତ୍ର — ୨. Name of a son Biṡwāmitra

ଥୋଇଲେ ମୋ ପୁତ୍ରଙ୍କ ମେଳେ, ଦେବରାତ ତାନାମ ଦେଲେ ଜଗନ୍ନାଥ. ଭାଗବତ

୩. ଏକପ୍ରକାର ସାରସ ପକ୍ଷୀ —୩. A kind of crane.

ବିଶେଷଣ -

[ସମ୍ପାଦନା]
୧. ଦେବଦତ୍ତ —୧. Given by the Gods.
୨. ଦେବ ରକ୍ଷିତ; ଦେବତାମାନଅଙକଦ୍ୱାରା ରକ୍ଷିତ — ୨. Ptrotected by the gods.