ଦେବ ସେନା
ଦେଖଣା
ଦେବ ସେନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ଦେବ+ସେନା)
[ସମ୍ପାଦନା]- ୧. ଦେବତା ମାନଙ୍କର ସୈନ୍ୟ —୧. Army of the Gods.
- ୨. କାର୍ତ୍ତିକେୟଙ୍କ ସ୍ତ୍ରୀ; ବ୍ରହ୍ମାଙ୍କ କନ୍ୟା — ୨. The wife of Kārttikeya and the daughter of Brahmā
ସେକାଳେ ଇନ୍ଦ୍ର ଦେବସେନା ସୁମରିଲେ ସେ ନାରୀ ସେହିକ୍ଷଣି ଇନ୍ଦ୍ର ପାଶେ ଗଲେ—କୃଷ୍ଣସିଂହ ମହାଭାରତ ବନ
[ଦ୍ରଷ୍ଟବ୍ୟ — ଏ ସାବିତ୍ରୀଙ୍କ ଗର୍ଭରୁ ଜାତ ହେଇଥିଲେ ଏହାଙ୍କର ନାମାନ୍ତର ଷଷ୍ଠୀ ବା ମହାଷଷ୍ଠୀ; ଏ ସପ୍ତ ମାତୃକା ମଧ୍ୟରୁ ଜଣେ ଓ ଶିଶୁମାନଙ୍କ ରକ୍ଷିକା; ଏହାଙ୍କୁ ଥରେ କେଶୀ ଦାନବ ହରଣ କରି ନେଇଥିଲା ଇନ୍ଦ୍ର ଏହାଙ୍କୁ ରକ୍ଷା କରି କାର୍ତ୍ତିକେୟଙ୍କ ସଙ୍ଗେ ଏହାଙ୍କୁ ବିବାହ ଦେଇଥିଲେ—ହିନ୍ଦୀ - ଶବ୍ଦସାଗର]