ଦେବ ହୂତି
ସ୍ୱାୟମୂବ ମୁନିଙ୍କ କନ୍ୟା — Name of a daughter of Swāyambhuba Manu.
[ଦ୍ରଷ୍ଟବ୍ୟ —ଏ କର୍ଦ୍ଦମ ମୁନିଙ୍କ ପତ୍ନୀ ଓ କପିଳ ମୁନିଙ୍କ ମାତା ଥିଲେ]