ଦେବ ହେଳନ
ଦେବତାଙ୍କ ନିକଟରେ ଅପରାଧ —Guilt committed in the eyes of a Deity.
ଦେବ ହେଳନ କର୍ମ ମୋର ନିଶ୍ଚେ ଲଭିଲି ଦାମୋଦର—ଜଗନ୍ନାଥ, ଭାଗବତ.