Jump to content

ଦେରେ

ଉଇକିଅଭିଧାନ‌ରୁ

ଦେରେ

ଉଚ୍ଚାରଣ

[ସମ୍ପାଦନା]

ଦେର୍, ଦେରି, ଦେରିକା, ଦେରେକାଅନ୍ୟରୂପ

ଗ୍ରାମ୍ୟ - ଅ (ଇତର ବ୍ୟବହୃତ) (ସଂସ୍କୃତ - ସଦୃଶ)

[ସମ୍ପାଦନା]

ପରି — Like.

ଦ୍ୱିଜ କବି ରବି ବାଣୀ, ଶୁଣି ସେ ରମଣୀମଣି ସ୍ନେହେ ଦ୍ରବି ବହିଗଲା ବାରି ଦେରେ କବିସୂର୍ଯ୍ୟ. ସଙ୍ଗୀତ