ଦେଶକାଳଜ୍ଞ
ଦେଖଣା
ଦେଶକାଳଜ୍ଞ
ଉଚ୍ଚାରଣ
[ସମ୍ପାଦନା](ଦେଶକାଳଜ୍ଞା—ସ୍ତ୍ରୀ)
(ଦେଶକାଳଜ୍ଞତା—ବି)
(ଦେଶକାଳବିତ୍—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦେଶ+କାଳ+ଜ୍ଞା. ଧାତୁ. କର୍ତ୍ତୃ. ଅ)
[ସମ୍ପାଦନା]- ୧. ଯେଉଁ ଲୋକ ଦେଶାଚାର ଓ ଉଚିତ ସମୟ ପ୍ରତି ଲକ୍ଷ୍ୟ ରଖି କାର୍ଯ୍ୟ କରେ —୧. One who acts properly, keeping in view the manners and customs prevalent in a country and the proper time for action.
- ୨. କେଉଁ କାର୍ଯ୍ୟ କେଉଁ ଦେଶରେ ଓ କେଉଁ କାଳରେ କଲେ ଶୋଭନୀୟ ହେବ, ଏଥି ପ୍ରତି ଦୃଷ୍ଟି ରଖି ଯେ କାର୍ଯ୍ୟ କରେ —୨. One who adopts himself to his present surroundings or circumstances.