Jump to content

ଦେଶାକ୍ଷ

ଉଇକିଅଭିଧାନ‌ରୁ

ଦେଶାକ୍ଷ

ଉଚ୍ଚାରଣ

[ସମ୍ପାଦନା]

(ଦେଶାଖୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରାଗିଣୀବିଶେଷ — Name of a secondary musical air.

[ଦ୍ରଷ୍ଟବ୍ୟ —ଏହା ମେଘ ରାଗର ଓ ମତା— ନ୍ତରରେ ହିନ୍ଦୋଳ ରାଗର ପତ୍ନୀ ଏହା ସମ୍ପୂର୍ଣ୍ଣ ଜାତିର ରାଗିଣୀ; ଏହା ବର୍ଷା ଋତୁରେ ଭୋର୍ଠାରୁ ପାଞ୍ଚ ଦଣ୍ଡ ପର୍ଯ୍ୟନ୍ତ ଗେୟ— ହିନ୍ଦୀ - ଶବ୍ଦସାଗର]