Jump to content

ଦେଶାଧିପ

ଉଇକିଅଭିଧାନ‌ରୁ

ଦେଶାଧିପ

ଉଚ୍ଚାରଣ

[ସମ୍ପାଦନା]

(ଦେଶାଧିପତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦେଶ+ଅଧିପ)

[ସମ୍ପାଦନା]
୧. ରାଜା — ୧. King.
୨. ଦେଶରେ ଶାସନକର୍ତ୍ତା — ୨. Ruler of a country.