ଦେଶାନ୍ତର
ଦେଖଣା
ଦେଶାନ୍ତର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଅନ୍ୟ+ଦେଶ; କର୍ମଧା; ଅନ୍ୟ=ଅନ୍ତର, ପରନିପାତ)
[ସମ୍ପାଦନା]- ୧. ଅନ୍ୟ ଦେଶ — ୧. Another place.
- ୨. ବିଦେଶ; ଦୂର ଦେଶ — ୨. A foreign country.
- ୩. (ସଂସ୍କୃତ - ଦେଶ+ଅନ୍ତର) ନିର୍ବାସନ ଦଣ୍ଡ — ୩. Banishment; deportaion.
- ୪. (ଭୂଗୋଳ ପରିଭାଷା)—ଉତ୍ତରମେରୁଠାରୁ ଦକ୍ଷିଣମେରୁ ପର୍ଯ୍ୟନ୍ତ କଳ୍ପିତ ରେଖାର ସର୍ବମାନ୍ୟ ମଧ୍ୟରେଖାର ପୂର୍ବ ବା ପଶ୍ଚିମର ଦୂରତ୍ୱ; ଲମ୍ୱାଂଶ (ହିନ୍ଦୀ - ଶବ୍ଦସାଗର) — (geography) Loungitude.
[ଦ୍ରଷ୍ଟବ୍ୟ —ପୂର୍ବେ ଭୌଗଳିକ ବା ଜ୍ୟୋତିଷିକ ଗଣନା ପାଇଁ ଏହି ମଧ୍ୟରେଖା ଲଙ୍କା ବା ଉଜ୍ଜୟିନାଠାରୁ ସୁମେରୁ ପର୍ଯ୍ୟନ୍ତ କଳ୍ପିତ ହେଉଥିଲା ଆଜିକାଲି ଇଉରୋପର ଓ ଆମେରିକାର ଭିନ୍ନ ଭିନ୍ନ ସ୍ଥାନ ବାଟେ ଏ ରାଖା ଯାଉଥିବାର କଳ୍ପିତ ହେଉଅଛି ଏହି ମଧ୍ୟରେଖାରୁ କୌଣସି ସ୍ଥାନର ଦୂରତ୍ୱ ସେହି କୋଣର ଅଂଶର ହିସାବରେ ଗଣନା କରା ଯାଉଅଛି—ହିନ୍ଦୀ - ଶବ୍ଦସାଗର]