Jump to content

ଦେଶାନ୍ତରୀ

ଉଇକିଅଭିଧାନ‌ରୁ

ଦେଶାନ୍ତରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଦେଶାନ୍ତରିତ)

[ସମ୍ପାଦନା]

ନିର୍ବାସିତ; ରାଜାଜ୍ଞାରେ ଅନ୍ୟ ଦେଶକୁ ପ୍ରେରିତ (ଅପରାଧୀ) — Deported; banished.

ମନ୍ତ୍ରୀ ବାସୁଦେବ ହେଲେ ଦେଶାନ୍ତରୀ—ରାଧାନାଥ, ନନ୍ଦିକେଶ୍ୱରୀ