Jump to content

ଦେଶାନ୍ତରୀୟ

ଉଇକିଅଭିଧାନ‌ରୁ

ଦେଶାନ୍ତରୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦେଶାନ୍ତର+ଭବାର୍ଥରେ ଈୟ)

[ସମ୍ପାଦନା]
୧. ବିଦେଶୀୟ; ବିଦେଶରେ ଜାତ ବା ଉତ୍ପନ୍ନ — ୧. Foreign; produced in a foreign country.
୨. ଅନ୍ୟ ଦେଶବାସୀ — ୨. Residing in a foreign country.
୩. ଅନ୍ୟ ଦେଶସଂକ୍ରାନ୍ତ — ୩. Relating to another country.