Jump to content

ଦେଶିନୀ

ଉଇକିଅଭିଧାନ‌ରୁ

ଦେଶିନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଦିଶ୍ ଧାତୁ=ଦେଖାଇଦେବା, କହିବା+ଇନ୍, ସ୍ତ୍ରୀ. ଈ.)

[ସମ୍ପାଦନା]
୧. ତର୍ଜ୍ଜନୀ; ବିଶିଆଙ୍ଗୁଠି — ୧. Index finger; forefinger.
୨. ସୂଚୀ (ହିନ୍ଦୀ - ଶବ୍ଦସାଗର); ଛୁଞ୍ଚି —୨. Needle.