Jump to content

ଦେଶ କାଳ ପାତ୍ର

ଉଇକିଅଭିଧାନ‌ରୁ

ଦେଶ କାଳ ପାତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ୍ୱ; ଦେଶ+କାଳ+ପାତ୍ର)

[ସମ୍ପାଦନା]

କୌଣସି କାର୍ଯ୍ୟ କରିବାର ଉପଯୁକ୍ତ ସ୍ଥାନ, ଉପଯୁକ୍ତ ସମୟ ଓ ତହିଁପାଇଁ ଉପଯୁକ୍ତ ବ୍ୟକ୍ତି —The proper place, time and person with reference

to an act; the proper place, time and object of an act; the surroundings; all the circumstances connected with an action.