Jump to content

ଦେଷ୍ଣୁ

ଉଇକିଅଭିଧାନ‌ରୁ

ଦେଷ୍ଣୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦା ଧାତୁ+ଶୀଳାର୍ଥେ. କର୍ତ୍ତୃ. ଇଷ୍ଣୁ)

[ସମ୍ପାଦନା]
୧. ଦାନଶୀଳ —୧. Bountiful; liberal.
୨. ଦୁର୍ଦ୍ଦମ —୨. Unruly.

ବିଶେଷ୍ୟ -

[ସମ୍ପାଦନା]
୧. ଧୋବା —୧. Washerman.
୨. ଚନ୍ଦ୍ର —୨. The moon.