Jump to content

ଦେହଧାରୀ

ଉଇକିଅଭିଧାନ‌ରୁ

ଦେହଧାରୀ

ଉଚ୍ଚାରଣ

[ସମ୍ପାଦନା]
(ଦେହଧାରିଣୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଦେହ+ଧୃ ଧାତୁ ଧରିବା+କର୍ତ୍ତୃ. ଅନ୍; ୧ମା. ୧ବ)

[ସମ୍ପାଦନା]
୧. ଯାହାର ଶରୀର ଅଛି; ଶରୀରୀ — ୧. Corporeal; in flesh and blood; having a body.
୨. ଜୀବନଧାରୀ; ଜୀବତ —୨. Living.