ଦେହବନ୍ତା
ଶରୀରଧାରୀ; ଦେହଧାରୀ — Having a body; corporeal.
ତୁମ୍ଭେ ସକଳ ପିତାମାତା; ସଂସାରେ ଯେତେ ଦେବବନ୍ତା— ପ୍ରାଚୀ ଯଶୋବନ୍ତ ପ୍ରେମଭକ୍ତି. ବ୍ରହ୍ମଗୀତା