Jump to content

ଦେହବାନ୍

ଉଇକିଅଭିଧାନ‌ରୁ

ଦେହବାନ୍

ଉଚ୍ଚାରଣ

[ସମ୍ପାଦନା]
(ଦେହବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଦେହଧାରୀ; ଶରୀରୀ — Corporeal.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଜୀବ — Animal; living being.