ଦେହରୁ ଛଡ଼େଇ ଦେବା
ଦେଖଣା
ଦେହରୁ ଛଡ଼େଇ ଦେବା
ଉଚ୍ଚାରଣ
[ସମ୍ପାଦନା](ଦେହରୁ ଛଡ଼ାଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆପଣା ଉପରୁ କୌଣସି କାର୍ଯ୍ୟ ବା ଦୋଷ ବା ଦାୟିତ୍ୱ ଖସାଇବା —୧. To disown any responsibility. or guilt.
- ୨. ନିଜଠାରୁ ସମସ୍ତ ସମ୍ପର୍କ ତୁଟାଇଦେବା — ୨. To cut all connection.
ଚ ଉଠେ ନ ରଖିଲା ସେ ସ୍ନେହରୁ ଚପଳେ ଛଡ଼ାଇ ଦେଇ ଦେହରୁ କବିସୂର୍ଯ୍ୟ. କବିତାକଲ୍ଲୋଳ