Jump to content

ଦେହଳୀ

ଉଇକିଅଭିଧାନ‌ରୁ

ଦେହଳୀ

ଉଚ୍ଚାରଣ

[ସମ୍ପାଦନା]

(ଦେହଳୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦେହ+ଲା ଧାତୁ ଗ୍ରହଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ ଈ)

[ସମ୍ପାଦନା]
୧. ଚଉକାଠର ତଳର କାଷ୍ଠ ଖଣ୍ଡ — ୧. Threshold; the lower log in a door-frame.

ଏତେ ବୋଲି ସଜନୀ ଦେହଳୀ ବଳାଇଲେ—ଭଞ୍ଜ.ପ୍ରେମସୁଧାନିଧି

୨. ଦ୍ୱାରର ସମ୍ମୂଖସ୍ଥ ପିଣ୍ଡା — ୨. The raised terrace in front of a door.