ଦେହାଧି
ଦେହଧାରୀ; ଦେହାଧିକାରୀ — One having the body; corporeal.
ଶେଷେ ବୋଲାନ୍ତି ରାମନାମ ଦେହାଧି ଜୀବ ସେ ପରମ—ଯଶୋବନ୍ତ, ପ୍ରେମଭକ୍ତି ବ୍ରହ୍ମଗୀତା