Jump to content

ଦେହାନ୍ତର

ଉଇକିଅଭିଧାନ‌ରୁ

ଦେହାନ୍ତର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଅନ୍ୟ+ଦେହ; କର୍ମଧା, ଅନ୍ୟ=ଅନ୍ତର; ପରନିପାତ)

[ସମ୍ପାଦନା]
୧. ଅନ୍ୟ ଶରୀର — ୧. Another body.
୨. ଅନ୍ୟ ଜନ୍ମରେ ଜୀବର ପ୍ରାପ୍ତ ଆଉ ଗୋଟିଏ ଶରୀର — ୨. Another embodied state according to the doctrine of transmigration.
୩. (ଦେହ+ଅନ୍ତର) ମୃତ୍ୱୁ —୩. Death.