ଦେହି
ଦେହ; ଶରୀର — Body.
ଆନନ୍ଦରେ ଫୁଲାଇ ଦେଲେ ନିଜ ଦେହି—କୃଷ୍ଣସିଂହ. ମହାଭାରତ ସଭା
ଦ୍ୱାରା —By.
ଏ ସାମାନ୍ୟ ବିଷୟ ଏହାଙ୍କ ଦେହି ହେଉ ନାହିଁ—ରାଧାନାଥ. ବିବେକୀ