ଦେହୀ
ଦେଖଣା
ଦେହୀ
ଉଚ୍ଚାରଣ
[ସମ୍ପାଦନା](ଦେହିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଦେହ+ଅଛି ଅର୍ଥରେ ଇନ୍; ୧ମା.୧ବ)
[ସମ୍ପାଦନା]ଶରୀରୀ; ଯାହାର ଦେହ ଅଛି —Corporeal; living.
ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରାଣୀ —୧. Animal; living being.
- ୨. ଆତ୍ମା —୨. The soul.
ଦେଶଜ - ବିଶେଷ୍ୟ - (ପଦ୍ୟ)
[ସମ୍ପାଦନା]ଦେହ; ଶରୀର —Body.
ଫଳ ମୂଳ ଖାଇଣ ଝରପାଣି ପିଇ ଦେଖ ଦେଖ ଭାଇ ରଖିଅଛନ୍ତି ଦେହୀ—କୃଷ୍ଣସିଂହ. ମହାଭାରତ, ବନ