Jump to content

ଦେହୁଡ଼ି

ଉଇକିଅଭିଧାନ‌ରୁ

ଦେହୁଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦେହଳି)

[ସମ୍ପାଦନା]
୧. ସିଂହଦ୍ୱାର — ୧. Lion's gate.
୨. ସହର ଦରଜା; ଦାଣ୍ଡୁଦୁଆର — ୨. The sudder door of a house.
୩. ଘରକୁ ଯିବାର ଦାଣ୍ଡ ଫାଟକ — ୩. Gate; portico; vestibule.
୪. ଗୃହକୁ ପ୍ରଧାନ ପ୍ରବେଶ ମାଗ — ୪. The main gate of a house.