ଦେହେରି
ଦେବପୂଜକ ବ୍ୟକ୍ତି; ସେବକ; ଦେହୁରି —A servant of a Deity.
ବାପ ଦେହେରି, ପୁଅ ପୁଜାରି, ଗଣ୍ଡି ମଣ୍ଡ ସବୁ ତୁମ୍ଭରି—ଢ଼ଗ
(ଅର୍ଥାତ୍ ତୁମ୍ଭେ ଏଠାରେ ସର୍ବେ ସର୍ବା ହୋଇଛ)