ଦେହ ଜଳିବା
ଦେଖଣା
ଦେହ ଜଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅତିଶୟ କ୍ରୋଧର ଉଦୟ ହେବା — ୧. Becoming angry or enraged.
ପଡ଼ିଲେ ମନେ କ୍ରୋଧ ପାଏ ଦେହ ଜଳି କୃଷ୍ଣସିଂହ. ମହାଭାରତ. ବନ
- ୨. କଷ୍ଟ ଅନଭୂତ ହେବା —୨. Suffering of pain.
- ୩. ପୋଡ଼ିବା —୩. Burning.
- ୪. ଶରୀରରେ ଜ୍ୱଳା ଉତ୍ପନ୍ନ ହେବା — ୪. Burning sensation in the body.