Jump to content

ଦେହ ଦାନ

ଉଇକିଅଭିଧାନ‌ରୁ

ଦେହ ଦାନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସ୍ତ୍ରୀ ପକ୍ଷର ପୁରୁଷକୁ)

[ସମ୍ପାଦନା]

ସୁରତି ଦାନ — (a woman's) Letting one's self to be copulated by a man.

ତେବେ ହେଲେ ସେ ଦ୍ୱିଜ ନୋହିଲା ତୃପତି ବୋଇଲା ଦେହ ଦିଅ ଗୋ ଯୁବତି କୃଷ୍ଣସିଂହ. ମହାଭାରତ ଶାନ୍ତି

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କୌଣସି କାର୍ଯ୍ୟ ନିମନ୍ତେ ନିଜର ଶରୀର ଉତ୍ସର୍ଗ — Sacrificing or offering of one's body for a certain purpose.