Jump to content

ଦେହ ଦେବା

ଉଇକିଅଭିଧାନ‌ରୁ

ଦେହ ଦେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ସ୍ତ୍ରୀ ପକ୍ଷରେ) ପୁରୁଷର ରମଣ ସ୍ୱୀକାର କରିବା —(a female) To allow one's self to be copulated by a male.

ଏକାକୀ ଦ୍ରୌପଦୀ ପାଞ୍ଚୋଟି ଗୃହସ୍ଥଙ୍କୁ କି ରୂପେ ଦେହ ଦେଲେ କହ ତା ଆମଙ୍କୁ କୃଷ୍ଣସିଂହ, ମହାଭାରତ. ଆଦି