ଦେହ ଧରିବା
ଦେଖଣା
ଦେହ ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେହ ଧରିବା
|
ଦେଶଜ - କ୍ରି. (ସଂସ୍କୃତ - ଦେହ ଧାରଣ)
[ସମ୍ପାଦନା]- ୧. ଧୈର୍ଯ୍ୟ ଧରିବା; ମନକୁ ସମ୍ଭାଳିବା — ୧. To have patience.
କାମିମାନଙ୍କର ମହାମୋହ; ପୁରୁଷ କେ ଧରିବ ଦେହ ଜଗନ୍ନାଥ. ଭାଗବତ
- ୨. ବଞ୍ଚିବା —୨. To live.
ତାହାରେ ଅପରାଧ କରି କେ ଅବା ଥିବ ଦେହ ଧରି ଜଗନ୍ନାଥ, ଭାଗବତ