ଦେହ ଧର୍ମ
ଶରୀରର ପ୍ରକୃତି ବା ଗୁଣ — The attribute of the body.
ମୋର ଝିଅ ରୂପ ଦେଖିବ ଯେବେ କାମ ରଖି ନ ପାରିବ ସେ ତାହା ଦେହ ଧର୍ମ କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ