Jump to content

ଦେହ ଧାରଣ

ଉଇକିଅଭିଧାନ‌ରୁ

ଦେହ ଧାରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦେହ+ଧାରଣ)

[ସମ୍ପାଦନା]
୧. ଶରୀରର ରକ୍ଷା; ଜୀବନ ରକ୍ଷା; ବଞ୍ଚି ରହିବା — ୧. Living; subsistence.
୨. ଜନ୍ମ —୨. Birth.
୩. ଶରୀରଯୁକ୍ତ ରୂପ ଗ୍ରହଣ କରିବା —୨. Assumption of a corporeal body or from.