Jump to content

ଦେହ ରଖିବା

ଉଇକିଅଭିଧାନ‌ରୁ

ଦେହ ରଖିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ବୈଷ୍ଣବ, ସାଧୁ ଆଦି) ମରିବା — To die (said of anchorites).

ଦେହକୁ ରଖିବ ତହିଁ ଆମ୍ୱ ବଟ ପାଶ—ପ୍ରାଚୀ.ଶ୍ରୀଗୁରୁଭକ୍ତିଗୀତ



ଦେହ ରଖିବା

ଦେଶଜ - କ୍ରି.

[ସମ୍ପାଦନା]
୧. ଶରୀରରକ୍ଷା କରିବା; ଦିହ ଜଗିବା; ସ୍ୱାସ୍ଥ୍ୟରକ୍ଷା ପ୍ରତି ଦୃଷ୍ଟି ରଖିବା

[ଉ— ଦିହ ରଖି ଧର୍ମ କର ଢଗ]

୨. ଦେହକୁ ଯେପରି ନ ବାଧିବ ସେହିପରି ପରିଶ୍ରମ କରିବା

[ଯଥା—ଦିହ ରଖି କାମ କର୍]