Jump to content

ଦେହ ସାର

ଉଇକିଅଭିଧାନ‌ରୁ

ଦେହ ସାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦେହ+ସାର)

[ସମ୍ପାଦନା]

ଦେହରେ ସାର ପଦାର୍ଥ; ମଜ୍ଜା; ଅସ୍ଥି ଓ ମାଂସର ମଧ୍ୟସ୍ଥ ସ୍ନେହଦ୍ରବ୍ୟ— ବିଶେଷ —Marrow; the essence of the body.

ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଯାହାର ଦେହ ମାତ୍ରା ଅବଶିଷ୍ଟ ଅଛି — Having the body only in existence.