Jump to content

ଦେୟ

ଉଇକିଅଭିଧାନ‌ରୁ

ଦେୟ

ଉଚ୍ଚାରଣ

[ସମ୍ପାଦନା]
(ଦେୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଦା ଧାତୁ +କର୍ମ. ଯ)

[ସମ୍ପାଦନା]
୧. ଦାନ କରିବାର ଉପଯୁକ୍ତ — ୧. Fit to be given away.
୨. ଯାହା ଦେବାକୁ ହେବ; ଯାହା ଦେବା ଉଚିତ୍ — ୨. Which must be given; payable.

ବିଶେଷ୍ୟ -

[ସମ୍ପାଦନା]

ଦେୟ ଅର୍ଥ ବା ବସ୍ତୁ — A thing or money payable.