Jump to content

ଦୈତ୍ୟ

ଉଇକିଅଭିଧାନ‌ରୁ

ଦୈତ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ଦିତି+ଅପତ୍ୟାର୍ଥେ ଯ)

[ସମ୍ପାଦନା]
୧. ଦୈତେୟ; ରାକ୍ଷସ —୧. Demon.
୨. କଣ୍ଟାଗଛ —୨. Thorny plant.

ବିଜନିତ ଦୈତ୍ୟଗଣ ରୂପ ଅଛି ଧରି—ଭଞ୍ଜ, ବୈଦେହୀଶବିଳାଶ