Jump to content

ଦୈତ୍ୟାରି

ଉଇକିଅଭିଧାନ‌ରୁ

ଦୈତ୍ୟାରି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦୈତ୍ୟ+ଅରି)

[ସମ୍ପାଦନା]

ବିଷ୍ଣୁ — A name of Bishṇu.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକମାନଙ୍କୁ ଦିଆଯିବା ନାମ — A name given to males.