Jump to content

ଦୈନ

ଉଇକିଅଭିଧାନ‌ରୁ

ଦୈନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୀନ+ଭାବ. ଅ)

[ସମ୍ପାଦନା]

ଦୀନତା; ଦାରିଦ୍ର୍ୟ — Poverty; wretchedness.

ବିଶେଷଣ - (ଦିନ+ଭାବାର୍ଥେ ଅ)

[ସମ୍ପାଦନା]

ଦୈନିକ — Daily; diurnal.