ଦୈନନ୍ଦିନ
ଦେଖଣା
ଦୈନନ୍ଦିନ
ଉଚ୍ଚାରଣ
[ସମ୍ପାଦନା](ଦୈନଂଦିନ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଦିନ+ଦିନ+ଭାବ. ଅ)
[ସମ୍ପାଦନା]- ୧. ପ୍ରତିଦିନ କରାଯିବା; ପ୍ରତିଦିବସୀୟ; ପ୍ରାତ୍ୟହିକ — ୧. Daily; diurnal.
- ୨. ପ୍ରତିଦିନ ଘଟିବା —୨. Occuring daily.
ସଂସ୍କୃତ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ପ୍ରତିଦିନ (ହିନ୍ଦୀ - ଶବ୍ଦସାଗର) — ୧. Every day; daily.
- ୨. ଦିନକୁ ଦିନ —୨. From day to day.