Jump to content

ଦୈନିକ

ଉଇକିଅଭିଧାନ‌ରୁ

ଦୈନିକ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ଦିନ +ଭାବାର୍ଥେ. ଇକ)

[ସମ୍ପାଦନା]
୧. ପ୍ରାତ୍ୟାହିକ —୧. Daily.
୨. ଯାହା ଦିବା ଭାଗରେ ଘଟେ — ୨. Happening in the day time.
୩. ଦିବସ ସମ୍ୱନ୍ଧୀୟ —୩. Pertaining to the day.
୪. ଯାହା ଏକ ଦିବସରେ ସମ୍ପନ୍ନ ହୋଇପାରେ — ୪. Which can be done in a day.


୫. ଯାହା ପ୍ରତିଦିନ ପ୍ରକାଶିତ ହୁଏ (ପତ୍ରିକା) — ୫. (Newspaper) Published every day.