Jump to content

ଦୈବ

ଉଇକିଅଭିଧାନ‌ରୁ

ଦୈବ

ଉଚ୍ଚାରଣ

[ସମ୍ପାଦନା]
(ଦୈବୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଦେବ+ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]
୧. ଦେବତା ସମ୍ୱନ୍ଧୀୟ ଐଶ୍ୱରିକ — ୧. Divine; relating to God.
୨. ବିଧାତାଙ୍କ ବରାଦି; ଭାଗ୍ୟ ସମ୍ୱନ୍ଧୀୟ — ୨. Providential.
୩. ଦେବତାଙ୍କ ପ୍ରୀତିସାଧକ — ୩. Pleasing to God.
୫. ପ୍ରାକୃତିକ; ଯାହା କୃତ୍ରିମ ନୁହେ — ୫. Natural; not artificial.

ବିଶେଷ୍ୟ -

[ସମ୍ପାଦନା]
୧. ହିନ୍ଦୁ ଶାସ୍ତ୍ରୋକ୍ତ ଏକ ପ୍ରକାର ବିବାହ — ୧. A form of marriage according to the Hindu Ṡāstras.

[ ଦ୍ର—ଏ ବିବାହରେ କନ୍ୟାକର୍ତ୍ତା ବରଙ୍କୁ ନିମନ୍ତ୍ରଣ କରି କନ୍ୟା ଦାନ କରନ୍ତି ]

୨. ଅଦୃଷ୍ଟ; ଭାଗ୍ୟ; କର୍ମ —୨. Destiny; fate.
୩. (+ସ୍ୱାର୍ଥ. ଅ) ବିଧାତା; ଇଶ୍ୱର — ୩. Providence; the Creator; God.
୪. ଦେବତା —୪. Deity.
୫. ବିଧାତାଙ୍କ ବରାଦ; ବିଧି ବିଧାନ — ୫. Divine dispensation.
୬. ପୂର୍ବଜନ୍ମାର୍ଜିତ କର୍ମ —୬. The result enjoyed by a person due to his acts in a previous existence.
୭. ଅଙ୍ଗୁଳି ଅଗ୍ରସ୍ଥ ଦେବ ତୀର୍ଥ — ୭. The tips of the fingers.