Jump to content

ଦୈବଗତ୍ୟା

ଉଇକିଅଭିଧାନ‌ରୁ

ଦୈବଗତ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ; (ଦୈବଗତି ଶବ୍ଦର ତୃତୀୟ ବିଭକ୍ତି ଏକ ବଚନ)

[ସମ୍ପାଦନା]
୧. ଦୈବଗତି କ୍ରମେ —୧. Accidentally.
୨. ଆକସ୍ମାତ୍; ଦୈବାତ୍ —୨. Unexpectedly.
୩. ବିଧି ନିର୍ବନ୍ଧ ଅନୁକ୍ରମେ —୧. Providentially.