Jump to content

ଦୈବଜ୍ଞ

ଉଇକିଅଭିଧାନ‌ରୁ

ଦୈବଜ୍ଞ

ଉଚ୍ଚାରଣ

[ସମ୍ପାଦନା]
(ଦୈବଜ୍ଞା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଦୈବ=ପୂର୍ବତନ କୃତ ଶୁଭାଶୁଭ କର୍ମ+ଜ୍ଞା ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]
୧. ଗଣନ —୧. Fortune teller.
୨. ଫଳିତ ଜ୍ୟୋତିଷ ଶାସ୍ତ୍ରଜ୍ଞ; ଭବିଷଦ୍ୱକ୍ତା — ୨. Astrologer.
୩. ଜ୍ୟୋତିଷ ବିଦ୍ୟାଦ୍ୱାରା ଜୀବିକା ନିର୍ବାହ କାରୀ ଜାତି— ବିଶେଷ —୩. A caste of professional astrologers.