Jump to content

ଦୈବାଧୀନ

ଉଇକିଅଭିଧାନ‌ରୁ

ଦୈବାଧୀନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍; ଦୈବ+ଅଧୀନ)

[ସମ୍ପାଦନା]
୧. ଅଲୌକିକ —୧. Supernatural.
୨. ଐଶରିକ; ଈଶ୍ୱରାୟତ୍ତ —୨. Divine; in the hands of Providence.
୩. ବିଧାତାଙ୍କ ବରାଦ ମୁତାବକ ଘଟିବ — ୩. Subject to Divine Dispensation.