ଦୈବୀ
ଦେଖଣା
ଦୈବୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ଦେବ+ସମ୍ୱନ୍ଧାର୍ଥେ. ଅ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଦେବତା ସମ୍ୱନ୍ଧୀୟ — ୧. Divine; providential.
- ୨. ଭାଗ୍ୟ ସମ୍ୱନ୍ଧୀୟ —୨. Relating to fate.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୩. ଚିକିତ୍ସାବିଶେଷ ଯେଉଁ ଚିକିତ୍ସାରେ ଭଗବାନଙ୍କ ଉପରେ ନିର୍ଭର କରାଯାଏ; ଦେବାରାଧନପୂର୍ବକ ଯେଉଁ ଚିକିତ୍ସା କରାଯାଏ — ୩. A kind of treatment; faith cure.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦୈବ ଘଟନା —୧. Accident.
- ୨. ଦୁର୍ଘଟନା —୨. Mishap.
- ୩. ଦୈବକାର୍ଯ୍ୟ —୩. Religious rites; acts performed to propitiate the Gods.
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ଦୈବାତ୍)
[ସମ୍ପାଦନା]- ୧. ଦୈବାତ୍; ଦୈବଘଟନା— କ୍ରମେ —୧. Providentially.
- ୨. ଅକସ୍ମାତ୍ —୨. By chance.